इस जानकारी को छोड़ दें

ହ୍ୱାଇଟ୍‌ବୋର୍ଡ କାର୍ଟୁନ୍‌

ଏହି କାର୍ଟୁନ୍‌ ଭିଡିଓଗୁଡ଼ିକ ଗୁରୁତର ସମସ୍ୟାଗୁଡ଼ିକୁ ସାମନା କରିବା ପାଇଁ ମଜାଦାର୍‌ ଉପାୟରେ ଶିଖାଇଥାଏ !

 

ଭିଡିଓ-ଗେମ୍‌ସ—କʼଣ ଆପଣ ସତରେ ଜିତୁଛନ୍ତି ?

ଭିଡିଓ ଗେମ୍‌ସ ଖେଳିବାରେ ମଜା ତ ଆସେ କିନ୍ତୁ ସେଥିରେ ବିପଦ ମଧ୍ୟ ରହିଛି । ଆମେ ସେହି ବିପଦଠାରୁ କିପରି ଦୂରେଇ ରହିପାରିବା ଓ ପ୍ରକୃତରେ ଜିତିପାରିବା ?

ମଦ ପିଇବା ପୂର୍ବରୁ ଭାବନ୍ତୁ ପରିଣାମ ବିଷୟରେ

କିଛି ଲୋକେ ମଦ ପିଇବା ପରେ ଉଲଟା ସିଧା କଥାବାର୍ତ୍ତା କରନ୍ତି ଏବଂ ଏପରି କାମ କରନ୍ତି ଯାହା ପାଇଁ ପରେ ସେମାନେ ଦୁଃଖ ଅନୁଭବ କରନ୍ତି । ଆପଣ କିପରି ଆବଶ୍ୟକଠାରୁ ଅଧିକ ପିଇବା ଓ ଅସୁବିଧାରେ ପଡ଼ିବାଠାରୁ ବଞ୍ଚି ପାରିବେ ?

ବାଜେ ଗପସପକୁ କିପରି ରୋକିବା ?

କଥା ହେଉ ହେଉ କାହାରି ବିଷୟରେ ଖରାପ କଥା ସେଥିରେ ପଶିଲେ ତୁରନ୍ତ ପଦକ୍ଷେପ ନିଅନ୍ତୁ ।