इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଗୀତ ୧୫୪

ହାରେ ନା ପ୍ରେମ

ହାରେ ନା ପ୍ରେମ

(୧ କରିନ୍ଥୀୟ ୧୩:୮)

  1. ୧. ଦେଖ ଏଇଠି,

    ସବୁ ମୁଖେ ପ୍ରେମ—

    ମିଳିବନି ଏ ସଂସାରେ ।

    ବିଶ୍ୱସ୍ତ ବନ୍ଧୁ

    ସବୁ କଲେ ପ୍ରେମ,

    ଛାଡ଼ିପାରିଲୁ ସଂସାର ।

    (ଘୋଷାର ଆରମ୍ଭ)

    ପ୍ରେମ ହାରେ ନା ପ୍ରତିଜ୍ଞା ।

    ରହିବ ଏ ସଦା ।

    (ଘୋଷା)

    ନା—ହାରେ ପ୍ରେମ—

    ତା ଯିହୋବା କରେ ।

    ସେହିଁ ପ୍ରେମ ।

    ନା—ହାରେ ପ୍ରେମ—

    ତା ଆମେ କରିବା ।

    ଯେ ଦେଖେ ଏ ପ୍ରେମ,

    ହୃଦୟେ ସଞ୍ଚିତ—

    ହାରେ ନା ପ୍ରେମ ।

  2. ୨. ଦୁଃଖ ଭାରରେ

    ଯେବେ ହେଉ ଦୁଃଖୀ,

    ତା ଆମେ ସହି ପାରୁନା ।

    କିନ୍ତୁ ମିଳେ ଖୁସି

    ଯେବେ ଦେଉ ଆଶା,

    ଶାନ୍ତି ପାଉ ପିତା ପ୍ରେମରେ ।

    (ଘୋଷାର ଆରମ୍ଭ)

    ପ୍ରେମ ଦୃଢ଼ ଏ ପ୍ରତିଜ୍ଞା ।

    ରହିବ ଏ ସଦା ।

    (ଘୋଷା)

    ନା—ହାରେ ପ୍ରେମ—

    ତା ଯିହୋବା କରେ ।

    ସେହିଁ ପ୍ରେମ ।

    ନା—ହାରେ ପ୍ରେମ—

    ତା ଆମେ କରିବା ।

    ଯେ ଦେଖେ ଏ ପ୍ରେମ,

    ହୃଦୟେ ସଞ୍ଚିତ ।

    (ଘୋଷା)

    ନା—ହାରେ ପ୍ରେମ—

    ତା ଯିହୋବା କରେ ।

    ସେହିଁ ପ୍ରେମ ।

    ନା—ହାରେ ପ୍ରେମ—

    ତା ଆମେ କରିବା ।

    ଯେ ଦେଖେ ଏ ପ୍ରେମ,

    ହୃଦୟେ ସଞ୍ଚିତ—

    ହାରେ ନା ପ୍ରେମ,

    ହାରେ ନା ପ୍ରେମ,

    ହାରେ ନା ପ୍ରେମ ।