इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଗୀତ ୨୫

ଖାସ୍‌ ସମ୍ପତ୍ତି

ଖାସ୍‌ ସମ୍ପତ୍ତି

(୧ ପିତର ୨:୯)

  1. ୧. ପିତା ଯିହୋବାଙ୍କର,

    ଏକ ଜାତି ପବିତ୍ର ।

    ପିତା ବାଛିଲେ ତାଙ୍କୁ,

    ମାନବଜାତିରୁ ।

    (ଘୋଷା)

    ଅଭିଷିକ୍ତ ଗଣ,

    ପିତାଙ୍କ ଖାସ୍‌ ସମ୍ପତ୍ତି ।

    ପ୍ରେମ ଓ ପ୍ରଶଂସା,

    କରନ୍ତି ଯିହୋବାଙ୍କ ସଦା ।

  2. ୨. ପିତା ଆଣିଲେ ତାଙ୍କୁ,

    ମିଥ୍ୟାର ଅନ୍ଧାରରୁ ।

    ଶିଖାଇଲେ ସତ୍ୟକୁ,

    ଧନ୍ୟବାଦ୍‌ ପିତାଙ୍କୁ ।

    (ଘୋଷା)

    ଅଭିଷିକ୍ତ ଗଣ,

    ପିତାଙ୍କ ଖାସ୍‌ ସମ୍ପତ୍ତି ।

    ପ୍ରେମ ଓ ପ୍ରଶଂସା,

    କରନ୍ତି ଯିହୋବାଙ୍କ ସଦା ।

  3. ୩. ଯୀଶୁ ତାଙ୍କର ରାଜା,

    ମାନନ୍ତି ତାଙ୍କ ଆଜ୍ଞା ।

    ଯିହୋବାଙ୍କର ସେବା,

    କରନ୍ତି ସର୍ବଦା ।

    (ଘୋଷା)

    ଅଭିଷିକ୍ତ ଗଣ,

    ପିତାଙ୍କ ଖାସ୍‌ ସମ୍ପତ୍ତି ।

    ପ୍ରେମ ଓ ପ୍ରଶଂସା,

    କରନ୍ତି ଯିହୋବାଙ୍କ ସଦା ।