इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଗୀତ ୫୮

ନମ୍ର ଲୋକଙ୍କୁ ଖୋଜନ୍ତୁ

ନମ୍ର ଲୋକଙ୍କୁ ଖୋଜନ୍ତୁ

(ଲୂକ ୧୦:୬)

  1. ୧. ଯୀଶୁ ଆଜ୍ଞା ଦେଲେ, ‘କର ପ୍ରଚାର ।’

    ସିଏ ଏହି କାମ କଲେ,

    ଥିଲେ ଖରା କି ବରଷା ।

    ପିତାଙ୍କ ମେଷକୁ ପ୍ରେମ କଲେ,

    ସକାଳରୁ ସଞ୍ଜ ଦେଲେ,

    ଶାନ୍ତିର ବାର୍ତ୍ତା

    ଯିବା ସବୁ ଘରଦ୍ୱାର,

    କହିବା ସମସ୍ତଙ୍କୁ ଯେ

    ‘ରହିବ ନାହିଁ ଆଉ ଦୁଃଖକଷ୍ଟ ।’

    (ଘୋଷା)

    ଖୋଜନ୍ତି ସେ

    ଯେ ଶାନ୍ତି ପାଇବାକୁ ଚାହେଁ ।

    ଦେଉ ବାର୍ତ୍ତା,

    ଶାନ୍ତିମୟ ପିତାଙ୍କଠାରୁ ।

    ଭୁଲନ୍ତିନି

    ସେ ଆମକୁ ।

  2. ୨. ସମୟ ରହେନି କାହା ପାଇଁ,

    ରହିବା ଆମେ ବି କାଇଁ,

    ଶୁଣାଇବା ସନ୍ଦେଶକୁ ।

    ପ୍ରେମ କରୁ ଆମେ ସମସ୍ତଙ୍କୁ,

    ଦେଉ ଆଶା ଯିଏ ଅଛି,

    ଦୁଃଖିତ ହୃଦେ ।

    ପାଉ ଯେବେ ନମ୍ର ଲୋକେ,

    ଭରିଯାଏ ଖୁସି ମନେ,

    ଏହି ଖୁସି ପାଇବା ଆମ ଇଚ୍ଛା ।

    (ଘୋଷା)

    ଖୋଜନ୍ତି ସେ

    ଯେ ଶାନ୍ତି ପାଇବାକୁ ଚାହେଁ ।

    ଦେଉ ବାର୍ତ୍ତା,

    ଶାନ୍ତିମୟ ପିତାଙ୍କଠାରୁ ।

    ଭୁଲନ୍ତିନି

    ସେ ଆମକୁ ।