इस जानकारी को छोड़ दें

ଈଶ୍ୱରଙ୍କ ସହ ସମ୍ପର୍କ

ହୁଏତ ଆପଣଙ୍କୁ ବାଇବଲରେ ଲେଖାଥିବା କଥାଗୁଡ଼ିକୁ ମାନିବା କଷ୍ଟ ଲାଗୁଥିବ । କିନ୍ତୁ ଯଦି ଆପଣ ସେଗୁଡ଼ିକୁ ମାନିବେ, ତେବେ ଆପଣ ବେଶି ଖୁସିରେ ରହିବେ । ଜାଣନ୍ତୁ ତାହା କିପରି ।

बाइबल पढ़ना और अधय्यन करना

ବାଇବଲ ପଢ଼ିବା ବିଷୟରେ ଯୁବାମାନେ କʼଣ କହନ୍ତି ?

ବହି ପଢ଼ିବା ସମସ୍ତଙ୍କର ଅଭ୍ୟାସ ନ ଥାଏ । ଆଉ କେତେକଙ୍କୁ ପଢ଼ିବା ଭଲ ମଧ୍ୟ ଲାଗେ ନାହିଁ । କିନ୍ତୁ ବାଇବଲ ଏପରି ଏକ ବହି ଯାହାକୁ ପଢ଼ିଲେ ଆପଣଙ୍କୁ ନିଶ୍ଚୟ ଲାଭ ମିଳିବ । ଚାରିଜଣ ଯୁବାଙ୍କଠାରୁ ଶୁଣନ୍ତୁ ଯେ ବାଇବଲ ପଢ଼ିବା ଦ୍ୱାରା ସେମାନଙ୍କୁ କʼଣ କʼଣ ଲାଭ ମିଳୁଛି ।