इस जानकारी को छोड़ दें

ସ୍ୱାସ୍ଥ୍ୟ

ଜାଣନ୍ତୁ ଯେ ଆପଣ ନିଜ ସ୍ୱାସ୍ଥ୍ୟର କିପରି ଯତ୍ନ ନେଇପାରିବେ କିମ୍ବା ଯଦି ଆପଣଙ୍କୁ କୌଣସି ରୋଗ ଅଛି, ତାହେଲେ ବି ଆପଣ କିପରି ଖୁସିରେ ରହିପାରିବେ । ଆପଣଙ୍କ ପରିସ୍ଥିତି ଯାହା ବି ହେଉ ନା କାହିଁକି, ବାଇବଲର ପରାମର୍ଶ ମାନିଲେ ଆପଣଙ୍କୁ ଲାଭ ହେବ ।

बीमारियाँ

ମଦ ପିଇବା ପୂର୍ବରୁ ଭାବନ୍ତୁ ପରିଣାମ ବିଷୟରେ

କିଛି ଲୋକେ ମଦ ପିଇବା ପରେ ଉଲଟା ସିଧା କଥାବାର୍ତ୍ତା କରନ୍ତି ଏବଂ ଏପରି କାମ କରନ୍ତି ଯାହା ପାଇଁ ପରେ ସେମାନେ ଦୁଃଖ ଅନୁଭବ କରନ୍ତି । ଆପଣ କିପରି ଆବଶ୍ୟକଠାରୁ ଅଧିକ ପିଇବା ଓ ଅସୁବିଧାରେ ପଡ଼ିବାଠାରୁ ବଞ୍ଚି ପାରିବେ ?