इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଗୀତ ୧୨୨

ଦୃଢ଼ ରୁହ

ଦୃଢ଼ ରୁହ

(୧ କରିନ୍ଥୀୟ ୧୫:୫୮)

  1. ୧. ବ୍ୟାପିଛି ଭୟ, ଚାରିପାଖରେ,

    ହେବ କʼଣ, ଯେ କାଲି ଆମର !

    ରହ ଅଟଳ, ନିର୍ଭୟ ସଦା,

    କରୁ ନିତି ତୋ ସେବା ।

    (କୋରସ)

    ପ୍ରତିଦିନ ହୋଇ ଦୃଢ଼,

    ହାରିବାନି ଜୀବନେ ।

    ଶେଷରେ ପାଇବା,

    ଅନନ୍ତ ଜୀବନ ।

  2. ୨. ଏ ଦୁନିଆର ପ୍ରଲୋଭନରେ,

    ଯିବା ନାହିଁ, କେବେ କଦାପିରେ ।

    ସତ୍ୟକୁ ଭଲ ଆମେ ପାଇଲେ,

    ପଡ଼ିବାନି ବିପଦେ ।

    (କୋରସ)

    ପ୍ରତିଦିନ ହୋଇ ଦୃଢ଼,

    ହାରିବାନି ଜୀବନେ ।

    ଶେଷରେ ପାଇବା,

    ଅନନ୍ତ ଜୀବନ ।

  3. ୩. ଆମେ ସ୍ତୁତି ବଳିଦାନ ଦେବା,

    ଅଳସ ନ ହୋଇ କରି ସେବା ।

    ଆଶାକୁ ଆମେ ଲକ୍ଷ୍ୟ ରଖିବା,

    ଯିବ ବିତି ଏ ଦିନ ।

    (କୋରସ)

    ପ୍ରତିଦିନ ହୋଇ ଦୃଢ଼,

    ହାରିବାନି ଜୀବନେ ।

    ଶେଷରେ ପାଇବା,

    ଅନନ୍ତ ଜୀବନ ।

(ଲୂକ ୨୧:୯; ୧ ପିତର ୪:୭ ମଧ୍ୟ ଦେଖନ୍ତୁ ।)