इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଗୀତ ୧୨୯

ଆମେ ଧୈର୍ଯ୍ୟବାନ ହେବା

ଆମେ ଧୈର୍ଯ୍ୟବାନ ହେବା

(ମାଥିଉ ୨୪:୧୩)

  1. ୧. ସହି ଚାଲିବା

    ଆସେ ଯେ ଦୁଃଖର ମେଘ ।

    ଯୀଶୁ ସହିଲେ

    ଆଗକୁ ଖୁସି ପାଇଲେ ।

    ହଁ, ଅଛି ଭରସା,

    ତାଙ୍କ ପ୍ରତିଜ୍ଞାରେ ।

    (କୋରସ)

    ଧୈର୍ଯ୍ୟ ବଜାୟ ରଖି,

    ସହିବା ଯନ୍ତ୍ରଣା ।

    ଆଶା ପ୍ରଭୁ ପ୍ରେମରେ,

    ସଦା ଯେ ଚିରସ୍ଥାୟୀ ରହିବା ।

  2. ୨. କଷ୍ଟ ବି ଆସୁ,

    ହେବା ଦିନେ ଆମେ ମୁକ୍ତ ।

    ଭାବ ଆଶାକୁ,

    କରିବା ଦୃଢ଼ ମନକୁ ।

    ପାରଦୀଶକୁ ଯେ,

    ମନେରଖି ସଦା ।

    (କୋରସ)

    ଧୈର୍ଯ୍ୟ ବଜାୟ ରଖି,

    ସହିବା ଯନ୍ତ୍ରଣା ।

    ଆଶା ପ୍ରଭୁ ପ୍ରେମରେ,

    ସଦା ଯେ ଚିରସ୍ଥାୟୀ ରହିବା ।

  3. ୩. ଯାହା ବି ହେଉ,

    ନା ଭୟ ହାରିବା କେବେ ।

    ଶେଷ ପର୍ଯ୍ୟନ୍ତ,

    ହୃଦୟରୁ କରି ସେବା,

    ଏହି ସମୟରେ,

    ବିଶ୍ୱସ୍ତ ରହିବା ।

    (କୋରସ)

    ଧୈର୍ଯ୍ୟ ବଜାୟ ରଖି,

    ସହିବା ଯନ୍ତ୍ରଣା ।

    ଆଶା ପ୍ରଭୁ ପ୍ରେମରେ,

    ସଦା ଯେ ଚିରସ୍ଥାୟୀ ରହିବା ।