इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଗୀତ ୭୯

ମଜବୁତ୍‌ ରହିବା ଶିଖାନ୍ତୁ

ମଜବୁତ୍‌ ରହିବା ଶିଖାନ୍ତୁ

(ମାଥିଉ ୨୮:୧୯, ୨୦)

  1. ୧. ଅପାର ଖୁସି ପାଉ ଆମେ

    ଶିଖାଉ ଯେ ଲୋକଙ୍କୁ ।

    ଯିହୋବାର ସାହାଯ୍ୟ ବଳେ,

    ସତ୍ୟକୁ ଆପଣାଇ ।

    (ଘୋଷା)

    ଶୁଣ, ଯିହୋବା ଗୁହାରି,

    ଯୀଶୁ ନାମେ ନିବେଦନ ।

    ରଖ ସମ୍ଭାଳି ଆମକୁ, ମଜବୁତ୍‌ ହେବୁ,

    ଜୀବନରେ ଆମେ, ସଦା ।

  2. ୨. ଦୁଃଖ ଯେ ଆସେ ଝଡ଼ ପରି ।

    ବିନତି କରୁ ନିତି,

    ଜୀବନେ ଯତ୍ନ ନେଲୁ ଆମ,

    ବିଶ୍ୱାସ ବଢ଼ାଇଲୁ ।

    (ଘୋଷା)

    ଶୁଣ, ଯିହୋବା ଗୁହାରି,

    ଯୀଶୁ ନାମେ ନିବେଦନ ।

    ରଖ ସମ୍ଭାଳି ଆମକୁ, ମଜବୁତ୍‌ ହେବୁ,

    ଜୀବନରେ ଆମେ, ସଦା ।

  3. ୩. ଅତୁଟ ଅଛି ହିଁ ବିଶ୍ୱାସ,

    ଭରସା ଯୀଶୁଙ୍କଠି ।

    ନା ହାରୁ, ନା ପଛକୁ ଫେରୁ,

    ଜୀବନେ ଜୟ ହେବୁ ।

    (ଘୋଷା)

    ଶୁଣ, ଯିହୋବା ଗୁହାରି,

    ଯୀଶୁ ନାମେ ନିବେଦନ ।

    ରଖ ସମ୍ଭାଳି ଆମକୁ, ମଜବୁତ୍‌ ହେବୁ,

    ଜୀବନରେ ଆମେ, ସଦା ।